Advertisement

Advertisement

Advertisement

गुरुवार, 15 अगस्त 2024

स्वतंत्रता दिवस की हार्दिक शुभकामनाएं २०२४

ମୁଁ ରବିନ୍ଦ୍ରନାଥ ସତପଥି ଉତ୍କଳ ସମ୍ମିଳନୀ ଗମ୍ହାରିଆ ଵ୍ଲୋକ ଶାଖାର ସଭାପତି। ଦେଶବାସୀ ଆଜି ଅଠତ୍ଵରୀ ସ୍ଵାଧୀନତା ଦିବସ ଉତ୍ସାର ସହିତ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ରତା ଦିବସରେ ସମସ୍ତ ଓଡ଼ିଆ ଭାଇଭଉଣୀ, ଶାଖାର ସମସ୍ତ ଅଧିକାରୀ, କର୍ମକର୍ତ୍ତା ମାତାଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆଦି୍ତ୍ୟପୁର ଓଡ଼ିଆ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।
ଆଜିର ଦିନରେ ୧୯୪୭ ମସିହାରେ ଆମଦେଶ ଭାରତବର୍ଷ ୩୦୦ଶହ ବର୍ଷର ଅଙ୍ଗ୍ରେଜ ମାନଙ୍କ ଦାସତ୍ଵରୁ ମୁକ୍ତିଲାଭ କରିଥିଲା। ଦେଶର ଅନେକ ମହାପୁରୁଷଙ୍କ ବଳିଦାନ ଫଳରେ ଦେଶ ସ୍ୱାଧୀନ ହୋଇଥିଲା। ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୁଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଜଗୁଦେବାନ ଆଦିଙ୍କର ନାମ ଇତିହାସରେ ଉଲ୍ଲେଖନୀୟ।

0 Comments:

एक टिप्पणी भेजें